April 16, 2024

ସମ୍ବଲପୁର ବିଜେପି ମିଶ୍ରଣ କାର୍ଯ୍ୟକ୍ରମ ବିଜେପିରେ ମିଶିଲେ ଅନେକ ଯୁବକର୍ମୀ

1 min read
Youth-Joined-In-BJP-Aajira-Odisha

ଆଓରି-ଭୁବନେଶ୍ଵର(୦୫/୦୨) : ଗତକାଲି ସମ୍ବଲପୁର ବିଜେପି ମିଶ୍ରଣ କାର୍ଯ୍ୟକ୍ରମ ହୋଇଯାଇଛି । ତେବେ ଡ ଅଶ୍ୱିନୀ ମିଶ୍ର, ଡ ପ୍ରଭାଷ ଦେବତା, ଡ ରମାକାନ୍ତ ମେହେର, ଡ ମୋତିଲାଲ ନାୟକଙ୍କ ସମେତ ବହୁ ଯୁବକ ଦଳରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା ନୂତନ କର୍ମକର୍ତ୍ତାମାନେ ଜଣାଇଛନ୍ତି । ଏଥିରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରିକନ ପଟ୍ଟନାୟକ, ବିଜେପି ରାଷ୍ଟ୍ରିୟ ସଂପାଦକ ସୁରେଶ ପୂଝାରୀ, ବରିଷ୍ଠ ନେତା ଡ. ରାଜକୁମାର ବଡପଣ୍ତା, ଦାମୋଦର କର ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.