May 8, 2024

୧୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନୱେ

1 min read
IGI-AIRPORT Aajira-Odisha

ଆଓରି-ନୂଆଦିଲ୍ଲୀ(୧୭/୧୧) : ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନୱେ ୧୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ରନୱେ ୩ଟି ଟର୍ମିନାଲ ସହ ସଂଯୋଗ ରକ୍ଷା କରୁଥିଲା। ରନୱେ(୨୭/୯) ମରାମତି ପାଇଁ ବନ୍ଦ ରହୁଥିବା ବେଳେ ଏପଟେ ଯାତ୍ରୀଙ୍କ ଭଡାରେ ପାଖାପାଖି ୮୬ ପ୍ରତିଶତ ବୃଦ୍ଧି କରାଯାଇଛି। ଦିଲ୍ଲୀ ଯାଉଥିବା ଓ ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଭଡା ଉପରେ ଏହା ପ୍ରଭାବ ପକାଉଥିବା ବେଳେ ପାଖାପାଖି ୨ ସପ୍ତାହ ଏମିତି ପରିସ୍ଥିତି ଜାରି ରହିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.