April 16, 2024

ଗୁଳିକାଣ୍ଡ ଘଟଣାରେ ୨ ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

1 min read

ଆଓରି-ଜଗତସିଂହପୁର(୨୦/୬) : ଜଗତସିଂହପୁର ଥାନା ଅନ୍ତର୍ଗତ ବାଇଜଙ୍ଗା ଠାରେ ଗତ ୧୫ତାରିଖରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଗତସିଂହପୁର ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁୁକ , ୨ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଗିରଫ ହୋଇଥିବା ଅପରାଧିମାନେ ହେଲେ ରାକେଶ ମଲ୍ଲିକ (ରାକା) ଓ ମହିମା ଶକ୍ତି ପ୍ରସାଦ ପରିଡା (ବାବି)।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.