May 19, 2024

ପୁରୀ ଠାରେ ମଲ୍ଟିମିଡ଼ିଆ ପ୍ରଦର୍ଶନୀ ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୧୩/୭) : ମୋଦି ସରକାରଙ୍କ ୪୮ମାସ ସଫଳଭାବରେ ପୂରଣ ହୋଇଯାଇଛି | ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀସ୍ଥିତ ଏକ ମଲ୍ଟିମିଡ଼ିଆ ପ୍ରଦର୍ଶନୀ କୁ ଉଦଘାଟନ କରିଛନ୍ତି | ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ଆଉଟରିଚ ବ୍ୟୁରୋ ଦ୍ଵାରା ଆୟୋଜିତ ହୋଇଥିଲା |

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.