April 18, 2024

ରାଜ୍ଯପାଳ ଶ୍ରୀ ଗଣେଶୀ ଲାଲ୍ ଙ୍କୁ ଭେଟିଲେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆ.ଓ.ରି (ତା୩/୬)-କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ନୂଆ ରାଜ୍ଯପାଳ ଭାବେ ନିଯୁକ୍ତ ପାଇଥିବା ଶ୍ରୀ ଗଣେଶୀ ଲାଲ୍ ଙ୍କୁ ଓଡିଶା ଭବନ, ଦିଲ୍ଲୀ ଠାରେ ସାକ୍ଷ୍ୟାତ କରିଥିଲେ| ରାଜ୍ୟର ବହୁ ବିକାଶ ମୂଳକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ | ଗତ ୨୯ ତାରିଖ ଦିନ ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ ଶ୍ରୀ ଗଣେଶୀ ଲାଲ୍।

ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଓଡ଼ିଶାର ଦାୟିତ୍ୱ ଦିଆଯାଇଥିଲା। ସେ ଗତ ମାର୍ଚ୍ଚ ୨୧ ତାରିଖରୁ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.