ରାଜ୍ୟ

ଦଳି ଦେଲା ଦନ୍ତା ହାତୀ

ଆ.ଓ.ରି(ତା୫|୬)- ଦନ୍ତା ନେଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପଲସାପଦର ଗାଁର ଭରତ ବଗର୍ତ୍ତୀ।

ଆଜି ଭୋରରୁ ଭରତ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଥିଲା। ଖବରପାଇ କଣ୍ଟାମାଳ ବନାଞ୍ଚଳର ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button