May 12, 2024

ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ କୋବିନ୍ଦ ଶପଥନେଲେ

1 min read
Ramnath Kovind new president- Aajira Odisha

Ramnath Kovind new president- Aajira Odisha

 

ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ ମଙ୍ଗଳବାର ଦିନ ପାର୍ଲାମେଣ୍ଟ ସେଣ୍ଟ୍ରାଲ ହଲରେ ଶପଥଗ୍ରହଣ କରାଇଥିଲେ | ଏକ ଭବ୍ୟ ସମାରୋହରେ ପ୍ରଧାନ ବିଚାରପତି ଜେ ଏସ ଖେହର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ| ବିବିଧତା ଆମ ଦେଶ ଭାରତର ଚାବିକାଠି ବୋଲି ସେ କହିଥିଲେ | ନ୍ୟାୟ , ସ୍ଵାଧୀନତା, ସମାନତା ଏବଂ ଭ୍ରାତୃତ୍ଵ ଭାବ ରକ୍ଷା ପାଇଁ ସେ ସମ୍ବିଧାନର ମୂଳମନ୍ତ୍ରକୁ ଆଧାର କରି କାର୍ଯ୍ୟନିର୍ବାହ କରିବ ବୋଲି କହିଥିଲେ|

ଶପଥ ଗ୍ରହଣ ପରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ନିଜର ଦାୟିତ୍ଵ ଗ୍ରହଣ କରିଥିଲେ | ଗତ ସପ୍ତାହରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ | ଏହା ପୂର୍ବରୁ ସେ ବିହାର ର ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିଲେ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.