May 19, 2024

ବିଜେପିର ସେବା ସପ୍ତାହ ଉତ୍ସବର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Union Minister Dharmendra Pradhan will inaugurate seva-saptaha-palana-utsav

ଆଓରି-ଭୁବନେଶ୍ଵର(୧୩/୦୯) : ଆସନ୍ତାକାଲି ଭୁବନେଶ୍ୱରରେ ବିଜେପିର ସେବା ସପ୍ତାହ ପାଳନ ଉତ୍ସବର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ୨୨ ଅନ୍ତର୍ଗତ ଭରତପୁର ସ୍ଥିତ ଜଙ୍ଗଲୀ ମହାବୀର ପଡିଆ ଠାରେ ସେବା ସପ୍ତାହ ପାଳନ ଉତ୍ସବ ଆୟୋଜିତ ହେବ  । ୧୪ ସେପ୍ଟେମ୍ବର (ଶନିବାର) ସକାଳେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଦଳଗତ ନିର୍ବିଶେଷରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.