May 19, 2024

୫୩ତମ ଜନ୍ମଦିବସ ମନାଇଲେ ସୁପରଷ୍ଟାର ସଲମାନ

1 min read
Salman-Khan-Aajira-Odisha

ଆଓରି-ନୂଆଦିଲ୍ଲୀ(୨୭/୧୨) : ୫୩ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ ଦବଙ୍ଗ ଷ୍ଟାର ସଲମାନ । ସଲମାନ ମେନେ ପ୍ୟାର କିୟା ଜରିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ଅନେକ ବ୍ଳକବାଷ୍ଟର ସିନେମା କରିଛନ୍ତି । ଦର୍ଶକ କେବଳ ଏହି ଫିଲ୍ମକୁ ପସନ୍ଦ କରିନାହାନ୍ତି କେବଳ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଛି । ଏବେ ସଲମାନ ବଲିଉହ ଭାଇଜାନ, ଦବଙ୍ଗ ଖାନ ନାମରେ ଜଣାଶୁଣା ।

ବଲିଉଡରେ ଅନେକ ଅଭିନେତ୍ରୀଙ୍କୁ ସେ ଏଣ୍ଟ୍ରି କରାଇଥିଲେ । ଭୂମିକାଙ୍କୁ ସେ ତେରେ ନାମ ଫିଲ୍ମ ଜରିଆରେ ଏଣ୍ଟ୍ରି କରାଇଥିଲେ । ସେହିପରି ସ୍ନେହା ଉଲାଲଙ୍କୁ ମଧ୍ୟ ଲକି ଫିଲ୍ମ ଜରିଆରେ ଏଣ୍ଟ୍ରି କରାଇଥିଲେ । ଜରିନ ଖାନଙ୍କୁ ମଧ୍ୟ ସେ ନିଜ ବିପକ୍ଷରେ ବୀର ଫିଲ୍ମରେ ଏଣ୍ଟ୍ରି କରାଇଥିଲେ । କ୍ୟାଟ୍ରିନାଙ୍କୁ ମଧ୍ୟ ମେନେ ପ୍ୟାର କ୍ୟୁ କିୟା ଜରିଆରେ ସେ ବଲିଉଡରେ ଏଣ୍ଟ୍ରି କରାଇଥିଲେ । ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦବଙ୍ଗ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । ଆଉ ଶେଷରେ ମେହେକ୍ ଚହଲଙ୍କୁ ମଧ୍ୟ ସଲମାନ୍ ବଲିଉଡରେ ଲଞ୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.