May 12, 2024

ପିକ୍‌ନିକ୍‌ ବସ୍‌ର ଦୁର୍ଘଟଣା ୩୩ଜଣ ମୃତ

1 min read

A police officer walks beside covered bodies next to the wreckage of a passenger bus after it collided with a car in a mountainous near the town of Naolinco in the western Mexican state of Veracruz March 30, 2013. At least 12 people died when a bus and a car collided in a mountainous part of the western Mexican state of Veracruz on Saturday evening, local emergency services said. The accident near the town of Naolinco sent the bus tumbling down a slope some 200-300 meters (650-1000 feet), and left at least 15 passengers injured, a local official said. REUTERS/Stringer (MEXICO - Tags: DISASTER)

ଆଓରି-ନୂଆଦିଲ୍ଲୀ(୨୮/୭) : ମହାରାଷ୍ଟ୍ରର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମହାବଳେଶ୍ୱରରେ ଶନିବାର ଏକ ପିକ୍‌ନିକ୍‌ ବସ୍‌ ଭୟାବହ ଦୁର୍ଘଟଣାର ଶିକାର ହୋଇଛି।  ଛୁଟିରେ ପିକ୍‌ନିକ୍‌ କରିବାକୁ  ଯାଇଥିବା ଏକ ୟୁନିଭର୍ସିଟିର  ୩୪ଜଣ ଛାତ୍ର  ଏହି ବସ୍‌ରେ ମହାବଳେଶ୍ୱର ଯାଉଥିଲେ। ବସ୍‌ଟି ପାହାଡ ରାସ୍ତାର ଦେଇ ଯାଉଥିବା ସମୟରେ ହଠାତ୍‌ ୨୦୦ଫୁଟ ତଳ ଘାଇକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଘଟଣାସ୍ଥଳରେ ୩୩ଜଣ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ରାୟଗଡ଼ ଜିଲ୍ଲା ଜିଲ୍ଲାପାଳ ବିଜୟ ସୂର୍ଯ୍ୟବଂଶୀ ଘଟଣାର ବିଷୟରେ କହିଛନ୍ତି, ପୋଲଡପୁରରେ ବସ୍‌ ଖାତକୁ ଖସି ପଡ଼ିବା ହେତୁ ବସ୍‌ରେ ଥିବା ୩୪ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ରିପୋର୍ଟ ଅନୁସାରେ, ମୃତକମାନେ  ଏକ କୃଷି  ବିଶ୍ଵ ବିଦ୍ୟାଳୟରେ କାମ କରୁଥିଲେ ଓ ଛୁଟିରେ ସେମାନେ ପିକ୍‌ନିକ୍‌ କରିବାକୁ ଆସିଥିଲେ। ସକାଳ ପ୍ରାୟ ୧୦ଟ ସମୟରେ ଅମ୍ବେନଳର ନିକଟରେ ଏକ ପାହାଡିଅା ରାସ୍ତା ଦେଇ ଯାଉଥିବା ସମୟରେ ଏହି ବସ୍‌ଟି ଖାଇକୁ ଖସି ପଡ଼ିଥିଲା।

ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଘନ କୁହୁଡି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.