ଖେଳଜାତୀୟରାଜ୍ୟ

ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୨୮/୦୮) : ବିଶ୍ୱର ଏକ ନମ୍ବର ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ ପ୍ଲେୟାର ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି Dharmendra-Pradhan-Congrats-to-Pramod-Bhagat ପ୍ରମୋଦଙ୍କୁ ଅର୍ଜୁନ ପୁରଷ୍କାରରେ ସମ୍ମାନିତ କରାଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିଜ ଟ୍ୱିଟ୍‌ ଜରିଆରେ ପ୍ରମୋଦଙ୍କ ଭଳି ଜଣେ ଖେଳାଳିଙ୍କୁ ଭେଟିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ପ୍ରମୋଦଙ୍କ କ୍ରୀଡ଼ା ଭବିଷ୍ୟତ ଉଜ୍ଜଳ ହେଉ ବୋଲି ଭଗବାନଙ୍କ ନିକଟରେ କାମନା କରିଛନ୍ତି । ପ୍ରମୋଦ ଜଣେ ଓଡ଼ିଆ ପୁଅ ଭାବେ ଓଡ଼ିଶାର ନାଁ ରଖିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Related Articles

Leave a Reply

Your email address will not be published. Required fields are marked *

Back to top button