May 18, 2024

ରାଜଧାନୀ ଦିଲ୍ଲୀଠାରେ କୁନ୍ଦୁଲି ଗଣଦୁଷ୍କର୍ମ ପାଇଁ ବିକ୍ଷୋଭ ପ୍ରଦର୍ଶନ

1 min read
Strike-in-delhi-for-Kunduli-rape-case-AajiraOdisha
ନୂଆଦିଲ୍ଲୀ (୨୪.୧) କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ନିଆଁ ଏବେ ଓଡିଶା ପର କରି ରାଜଧାନୀ ଦିଲ୍ଲୀ ରେ ପହଞ୍ଚିଛି | ଗତକାଲି କିଛି ଯୁବ ବୁଦ୍ଧିଜୀବିମାନେ ଦିଲ୍ଲୀର କୁତବ ମିନାର ଠାରେ ଏହି ଭଳି ଏକ ଘଟନା କୁ ଘୋର ନିନ୍ଦା କରିବା ସହିତ ସମ୍ପୃକ୍ତ ଦୋଷୀକୁ ଯଥାଶୀଘ୍ର ଧାରା ଯାଉ ବୋଲି ଦାବି କରିଥିଲେ| ଦିଲ୍ଲୀସ୍ଥିତ 2ଟି ଅଗ୍ରଣୀ ସାମାଜିକ ସେବା ସଂସ୍ଥା ସୁନ୍ଦର ଓଡିଶା ଓ ଆଜିର ଓଡିଶା ତରଫରୁ ୟେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଯଥା ଶୀଘ୍ର ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ, ଆନ୍ଦୋଳନ ଆହୁରି ତୀବ୍ର ରୂପ ଦେଶ ବ୍ୟାପୀ ହେବ ବୋଲି ସୁନ୍ଦର ଓଡିଶାର ସଂସ୍ଥାପକ ଶ୍ରୀ ସଂଗ୍ରାମ ଧର କହିଥିଲେ |
Poster-for-Kunduli-Case

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.