ଜାତୀୟବାଣିଜ୍ୟ

ରେପୋ, ରିଭର୍ସ ରେପୋ ଅପରିବର୍ତ୍ତିତ

ଆଓରି-ନୂଆଦିଲ୍ଲୀ(୦୪/୦୬) : ଜୁନ୍‍ ୪ ତାରିଖରେ ଅର୍ଥନୀତିର ସମୀକ୍ଷା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ  ରେପୋ ଏବଂ ରିଭର୍ସ ରେପୋ ରେଟ୍‍ ଅପରିବର୍ତ୍ତିତ ରଖିଛି। ଏଥିସହିତ କୋଭିଡ ମୁକାବିଲା କ୍ଷେତ୍ରରେ ଅର୍ଥନୀତିକୁ ସହାୟତା କରିବା ପାଇଁ ଆରବିଆଇର ଅର୍ଥନୀତିକୁ ନମନୀୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶୁକ୍ରବାର ଦିନ ଘୋଷଣା କରାଯାଇଥିବା ଆର୍ଥିକ ନୀତିର ସମୀକ୍ଷା ଅବସରରେ ଆରବିଆଇ ରେପୋ ରେଟ୍‍ ୪%ରେ ଅପରିବର୍ତ୍ତିତ ରଖାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button