ରାଜନୀତି

ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

ଆଓରି-ନୂଆଦିଲ୍ଲୀ(୦୧/୧୧) : ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଝାଡଖଣ୍ଡ ବିଧାନସଭା  ନିର୍ବାଚନ  ତାରିଖ ଘୋଷଣା କରିବେ ନିର୍ବାଚନ କମିଶନର । ସନ୍ଧ୍ୟା ୪ଟା ସୁଦ୍ଧା ଘୋଷଣା ହେବ ତାରିଖ  । ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ୫ ଜାନୁଆରୀ ୨୦୨୦ରେ ଶେଷ ହେଉଛି । ରାଜ୍ୟରେ ଏବେ ବିଜେପି-ଆଜସୁ (ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ) ଗଠବନ୍ଧନର ସରକାର ଚାଲିଛି । ରଘୁବର ଦାସ  ରାଜ୍ୟର ମୁଖ୍ୟମନ୍ତ୍ରୀ ଏବେ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button