ରାଜ୍ୟସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୭୨୯ ଜଣ କରୋନା ପଜିଟିଭ ଚିହ୍ନଟ

ଆଓରି-ଭୁବନେଶ୍ୱର(୦୪/୦୬) : ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଏହାରି ଭିତରେ ତଳମୁହାଁ ହୋଇଛି କରୋନା ମିଟର । ରାଜ୍ୟରେ ୨୪ ଘଣ୍ଟାରେ ୭,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ସେମାନଙ୍କ ମଧ୍ୟରେ ୪୩୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବାବେଳେ ୩୩୯୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button