ଶିକ୍ଷା

ସିବିଏସଇ ପରୀକ୍ଷା ନେଇ ଶିକ୍ଷାମନ୍ତ୍ରୀ କରିପାରନ୍ତି ବଡ଼ ଘୋଷଣା

ଆଓରି-ନୂଆଦିଲ୍ଲୀ(୦୧/୦୬) : ଦେଶରେ କରୋନାର ଦ୍ୱିତୀୟ ଲହର ଭିତରେ ଆଜି ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ନେଇ ହୋଇପାରେ ବଡ ଘୋଷଣା।  ସିବିଏସଇ ଦ୍ୱାଦଶର ୧୨ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଉପରେ ଆଜି ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏନେଇ ବଡ ଘୋଷଣା କରିପାରନ୍ତି।ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।

Related Articles

Leave a Reply

Your email address will not be published. Required fields are marked *

Back to top button