ଜିଲ୍ଲାଧର୍ମ-ଆଧ୍ୟାତ୍ମରାଜ୍ୟ

ରଥ ଖଳା ହାଲଚାଲ : ଅଖରେ ଲାଗିଲା ମେଣ୍ଢି

ପୁରୀ : ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ଆଜି ଅଖ ମଝିରେ ମେଣ୍ଢି ଲାଗିଛି। ଆସନ୍ତାକାଲି ରଥଖଳାରେ ଦଣ୍ଡା ଅନୁକୁଳ ହୋଇ ଏହା ସବୁ ଉପରକୁ ଉଠିବ। ରଥଖଳାରେ ମହାରଣା ସେବକମାନେ ମେଣ୍ଢି ପ୍ରସ୍ତୁତ କରିଥିବା ଭୋଇ ସେବକମାନେ ଏହାକୁ ଅଖରେ ଲଗାଇଛନ୍ତି। ତିନି ରଥର ସମସ୍ତ ଚକ, ଅଖ ନିର୍ଧାରିତ ସମୟ ପୂର୍ବରୁ ନିର୍ମାଣ ସରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button