May 20, 2024

ବିଶ୍ଵ ରେଡ଼କ୍ରସ ଦିବସ

1 min read

ଆ.ଓ.ରି(ତା୮|୫)-

ପ୍ରତି ବର୍ଷ ମେ 8 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ  (ବିଶ୍ଵ ରେଡ଼ କ୍ରସ ଦିବସ) | 1828 ମେ ଏହି ଦିନରେ ଜନ୍ମ ହୋଇଥିଲେ ଇଣ୍ଟର ନେସନାଲ କମିଟ ଅଫ ଦ ରେଡ଼ କ୍ରସ (ହେନେରୀ ଡୁନାଣ୍ଟ ) | ମାନବ ଜାତିକୁ ରେଡ଼ କ୍ରସ ଭଳି ଏକ ମହାନ ଅନୁଷ୍ଠାନରେ ଦାନ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା |ସେ ବିଶ୍ୱର ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ବିଜେତା | 1948 ରେ ପ୍ରଥମ(ବିଶ୍ୱ ରେଡ଼ କ୍ରସ ଦିବସ) ପାଳନ କରାଯାଇଥିଲା | 1948 ରୁ ଏହା କୁ ବିଶ୍ୱ ରେଡ଼ କ୍ରସ ଦିବସ ଭାବେ ପାଳନ କରାଯାଉଛି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.