ବିଶେଷ

ବିଶ୍ଵ ପ୍ରେସ୍ ଦିବସ

ଆ.ଓ.ରି(ତା୩|୫)-ପ୍ରତି ବର୍ଷ ମେ ୩ ତାରିଖରେ ପାଳିତ ହୁଏ (ବିସ୍ବ ପ୍ରେସ ସ୍ଵଵାଧୀନତା ଦିବସ୍ ) .” ଜାତି ସଂଘ” ଓ ‘ଉନୋସ୍କୋ ‘ ର ଜନ ସୁଚନା ବିଭାଗ୍ ୧୯୯୧ ରେ ଏଥି ପାଇଁ ପ୍ରସ୍ତାବ ଦେଇଥିଲେ | ୧୯୯୩ ରେ ଏହି ଦିବସ୍ ପାଳନକୁ ଅନୁମୋଦନ ମିଳିଥିଲା | ଏହି ଅବସରରେ ପ୍ରେସ୍ ସ୍ବାଧିନତା ପାଇଁ ଉଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂସ୍ଥା ମାନଙ୍କୁ ପୁରଷ୍କାର ଦିଆଯାଏ। ଏହି ଦିବସ କୁ ବିଷୟ ଭିତିକ ପାଳନ କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button