April 16, 2024

ଭୌତିକ ସମ୍ପଦ ଦିବସ

1 min read

ଆଓରି(ତା୨୬|୪)- ଆଜି ହେଉଛି ବିଶ୍ଵ ଭୌତିକ ସମ୍ପଦ ଦିବସ | ୨୦୦୧ ରୁ ପ୍ରତିବର୍ଷ ଏପ୍ରିଲ ୨୬ ତାରିଖକୁ ଏହି ଦିବସ ରୂପେ ପାଳନ କରାହୋଇ ଆସୁଛି | ସମାଜର ବିକାଶ କ୍ଷେତ୍ର କୁ ସ୍ରଷ୍ଟା ମାନଙ୍କର ଅବଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ | ଏହି ଦିବସ ଉପଲକ୍ଷେ ଚଳିତ ବର୍ଷ ର ବାର୍ତା ହେଉଛି ” ପରିବର୍ତ୍ତନକୁ ଶକ୍ତି , ନବପରିବର୍ତ୍ତନ ଓ ସର୍ଜନା କ୍ଷେତ୍ରରେ ମହିଳା ” | 

୨୦୦୧ ରେ ଥିବା ବାର୍ତା ହେଉଛି ” ଭବିଷ୍ୟତ ଆଜି ଗଢିବା ”

୨୦୦୨ ରେ ଥିବା  ବାର୍ତା ହେଉଛି ” ସୃଜନଶୀଳତାକୁ ପ୍ରେରଣା ପ୍ରଦାନ କରିବା ”

୨୦୦୩ ରେ ଥିବା ବାର୍ତା ହେଉଛି ” ଭୌତିକ ସଂପଦକୁ ବାଣିଜ୍ୟ ରେ ବ୍ୟବହାର କରିବା ”

୨୦୦୪ ରେ ଥିବା ବାର୍ତା ହେଉଛି ” ସୃଜନଶୀଳତାକୁ ପ୍ରେରଣା ପ୍ରଦାନ କରିବା”

୨୦୦୫ ରେ ଥିବା ବାର୍ତା ହେଉଛି “ଭାବ, କଲ୍ପନା କର ଓ ସୃଷ୍ଟିକର ”

୨୦୦୬ରେ ଥିବା ବାର୍ତା ହେଉଛି ” ସବୁ କିଛି ଆରମ୍ଭ ହୁଏ ଏକ କୌଶଳରୁ ”

୨୦୦୭ ରେ ଥିବା ବାର୍ତା ହେଉଛି ” ସୃଜନଶୀଳତାକୁ ପ୍ରେରଣା ପ୍ରଦାନ କରିବା”

୨୦୦୮ରେ ଥିବା ବାର୍ତା ହେଉଛି ” ଅଭିନବିକରଣକୁ ସ୍ଵାଗତ କରିବା ଓ ଭୌତିକ ସଂପଦକୁ ସମ୍ମାନ ପ୍ରଦାନ”

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.