ଅପରାଧ

କୁନିଝିଅକୁ କିଏ ଦେବ ସୁରକ୍ଷା? ଚିନ୍ତାରେ ସାରା ଓଡ଼ିଶା

ଆ.ଓ.ରି(ତା୩|୫)-

କାନ୍ଦୁଛି କୁନିଝିଅ। ଅସୁରକ୍ଷିତ ହୋଇପଡ଼ିଛି ଆମ ଘରର ଲକ୍ଷ୍ମୀ। ଘରେ, ବାହାରେ, ସବୁଠି ତା’ ପାଇଁ ଜଗି ବସିଛି ବିପଦ। ଆଜି କେଉଁଠି ବି ସୁରକ୍ଷିତ ନୁହେଁ ନାବାଳିକା। ଯେଉଁ ବୟସରେ ସେ ଖେଳି ବୁଲି ସଂସାରକୁ ଉପଭୋଗ କରିବା କଥା, ସେହି ସମୟରେ ତା ଉପରେ ପଡୁଛି ଲୋଲୁପ ନଜର।

ଆଇନ୍ କଡ଼ାକଡ଼ି ହେଉଛି, ଘଟଣାର ପ୍ରତିବାଦ ବି କରାଯାଉଛି, କିନ୍ତୁ ଥମୁନି ନାବାଳିକାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଘଟଣାଅ। ସେ ସାଲେପୁର ହେଉ କି ସମ୍ବଲପୁର, ନୀଳଗିରି ହେଉକି ପଟ୍ଟାମୁଣ୍ଡାଇ, ବ୍ୟାଧି ଭଳି ବଢ଼ିଚାଲିଛି ନାବାଳିକା ଦୁଷ୍କର୍ମ ଭଳି କୁତ୍ସିତ ଘଟଣା।

Related Articles

Leave a Reply

Your email address will not be published. Required fields are marked *

Back to top button