ରାଜ୍ୟ

ଢ଼େଙ୍କାନାଳ ଜିଲା ଆଚଂଳିକ ପରିବହନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆଓରି-ଭୁବନେଶ୍ଵର(୨୮/୧୨) : ଭିଜିଲାନ୍ସ ଜାଲରେ ଆରଟିଓ  । ଢ଼େଙ୍କାନାଳ ଜିଲା ଆଚଂଳିକ ପରିବହନ ଅଧିକାରୀ ଦିବାକର ସିଂଙ୍କ କୁଂଜକାନ୍ତ ଭଡ଼ା ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏହା ସହିତ ଭିଜିଲାନ୍ସର ଆଉ ଏକ ଟିମ୍ ତାଙ୍କର ମୟୁରଭଂଜ ଝାରପୋଖରିଆ ଗ୍ରାମ ପୈତୃକ ବାସଭବନ ସହିତ ବାଲେଶ୍ଵର ଓ ଭୁବନେଶ୍ଵର ଘର ଗୁଡିକରେ ୪ଟି ସ୍ଥାନରେ ଚଢ଼ାଉ ଜାରି ରହିଛ । ଆୟ ବହିର୍ଭୁତ ସମ୍ପତି ଠୁଳ କରିବା  ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନସ ଇନସପେକ୍ଟର ଅଶୋକ ବିରୁଆ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button