April 19, 2024

ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

1 min read
Vigilance-Raid-GOVT-Engineer-Aajira-Odisha

ଆଓରି-ଭୁବନେଶ୍ଵର(୧୯/୧୨) : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକକାଳୀନ କେନ୍ଦୁଝରସ୍ଥିତ ବାସଭବନ, ଆନନ୍ଦପୁର ସାଳପଡାସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ ଘଷିପୁରସ୍ଥିତ ପୈତୃକ ଘରେ ଚଢ଼ାଉ ଜାରି କରାଯାଇଛି । କେନ୍ଦୁଝର ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତରେ ୪ଟି ଟିମ ଦ୍ଵାରା ଏହି ଚଢ଼ାଉ ଜାରି ରହିଛି । ତେବେ ଏନେଇ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.