March 19, 2023

‘ଲ୍ୟାଣ୍ଡ ଅଫ୍ ଲୁଙ୍ଗି’ ଚଳଚିତ୍ରରେ ଅକ୍ଷୟଙ୍କ ବଦଳରେ ନଜର ଆସିବେ ଭିକି କୌଶଲ

1 min read

ଆଓରି-ନୂଆଦିଲ୍ଲୀ(୦୭/୦୬) : ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ଚଳଚ୍ଚିତ୍ରରୁ ଅପାର ଲୋକପ୍ରିୟତା ହାସଲ କରିଥିବା ବଲିଉଡ଼ ଅଭିନେତା ଭିକି କୌଶଲ ଖୁବଶୀଘ୍ର ସାଜିଦ ନାଡ଼ିଆଦୱାଲାଙ୍କ ପ୍ରଯୋଜିତ ଆଗାମୀ ଚଳଚ୍ଚିତ୍ର ‘ଲ୍ୟାଣ୍ଡ ଅଫ୍‍ ଲୁଙ୍ଗି’ରେ ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ପ୍ରଥମେ ଅକ୍ଷୟ କୁମାରଙ୍କୁ ଚୟନ କରାଯାଇଥିଲା। ମାତ୍ର ସେ ଏଥିପାଇଁ ସମୟ କାଢି ନ ପାରିବାରୁ ଏବେ ଏହି ଚଳଚ୍ଚିତ୍ରର ଅଫର୍‍ ଭିକିଙ୍କୁ ମିଳିଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଫରହାଦ ସାମଜୀ ବହନ କରିଛନ୍ତି। ଏହା ତାମିଲ ଚଳଚ୍ଚିତ୍ର ‘ବୀରମ୍‍’ର ରିମେକ୍‍।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.