ଜାତୀୟ

ପରବର୍ତ୍ତୀ ନୌସେନା ମୁଖ୍ୟ ହେବେ ଭାଇସ୍‌ ଆଡମିରାଲ କରମବୀର ସିଂ

ଆଓରି-ନୂଆଦିଲ୍ଲୀ(୨୩/୦୨) : ଭାଇସ୍‌ ଆଡମିରାଲ କରମବୀର ସିଂ ପରବର୍ତ୍ତୀ ନୌସେନା ମୁଖ୍ୟ ହେବେ । ଆଡମିରାଲ ସୁନୀଲ ଲାମ୍ବାଙ୍କର କାର୍ଯ୍ୟକାଳ ଶେଷ  ହେଉଥିବାରୁ ସେ ତାଙ୍କଠାରୁ ଦାୟୀତ୍ୱ ଗ୍ରହଣ କରିବେ । ମେ ୩୧ ତାରିଖରେ ସୁନୀଲ ଲାମ୍ବା ଅବସର ଗ୍ରହଣ କରିବେ ।

ଭାଇସ୍‌ ଆଡମିରାଲ କରମବୀର ସିଂ ୧୯୮୦ ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ । ତାଙ୍କୁ ଉଲ୍ଲଖନୀୟ ସଫଳତା ପାଇଁ ଅତି ବିଶିଷ୍ଟ  ସେବା ମେଡାଲ  ଓ ପରମ ବିଶିଷ୍ଟ ସେବା ମେଡାଲ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button