ଅପରାଧଜିଲ୍ଲା

IAS କହି ଏକାଧିକ ବାହା ହେଉଥିଲେ!

ଆ.ଓ.ରି(ତା୫|୬)-

ପୋଲିସ ହାବୁଡ଼ରେ ଧରାପଡିଲା ନକଲି IAS ।  ନିଜକୁ  IAS ଅଧିକାରୀ କହି ବିବାହ କରିଥିବା ଜଣେ ଯୁବକଙ୍କୁ ଖୁଣ୍ଟା ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ରଜତ୍‌ ପଣ୍ଡା।  ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେରେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଯୁବକ ଜଣକ ନିଜକୁ IAS ଅଧିକାରୀ କହି ୧୫ ଦିନ ତଳେ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ।  ନକଲି IAS ଅଧିକାରୀଙ୍କ ଜଣକ ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button