April 20, 2024

ରାଶିଫଳ

1 min read

ଆ.ଓ.ରି(ତା୧୯|୫)-

*ମେଷ* : ଅଧିକ ଭାବୁକ ରହିବେ, କୌଣସି କଥାରେ ଅସୁବିଧା ହୋଇପାରେ। ମା’ ଙ୍କର ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତିତ ହୋଇପାରନ୍ତି। ବାହନ ଚଳାଇବା ସମୟରେ ସାବଧାନ ରହିବେ। ମହିଳା ବର୍ଗଠାରୁ ସତର୍କ ରୁହନ୍ତୁ ହାନି ପହଁଞ୍ଚିବାର ଆଶଂକା ଅଛି। ବିଦ୍ୟାର୍ଥିମାନଙ୍କ ପାଇଁ ମଧ୍ୟମ ଦିନ ଅଟେ।
*ବୃଷ* : ଚିନ୍ତାର ବୋଝରେ ଆଶ୍ୱସ୍ଥି ଅନୁଭବ ହେବାରେ ଫୁର୍ତ୍ତି ଏବଂ ଉତ୍ସାହ ଅନୁଭବ କରିବେ। ପରିଜନମାନଙ୍କୁ ବିଶେଷ ଧ୍ୟାନ ଦେବେ। ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଆର୍ଥିକ ଆୟୋଜନ ସମ୍ପୂର୍ଣ୍ଣ ହେବ। ମନପସନ୍ଦ ଭୋଜନ ମିଳିବ। ଭାଗ୍ୟବୃଦ୍ଧିର ଅବସର ପ୍ରାପ୍ତ ହେବ।
*ମିଥୁନ* : ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ସାଥୀ କାର୍ଯ୍ୟକର୍ତାମାନଙ୍କର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ପରିବାରରେ ଆନନ୍ଦର ବାତାବରଣ ରହିବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କର ପାରିବେ। ନିବେଶ ସମ୍ଭାଳିକରି କରନ୍ତୁ।
*କର୍କଟ* : ଶାରୀରିକ-ମାନସିକ ସୁଖ ମିଳିବ। ସନ୍ତାନମାନଙ୍କର ତରଫରୁ ଶୁଭ ସମାଚାର ମିଳିବ। ଦାମ୍ପତ୍ୟଜୀବନରେ ଜୀବନସାଥୀ ପ୍ରତି ବିଶେଷ ଆକର୍ଷଣ ଅନୁଭବ କରିବେ। ମଧୁରତା ରହିବ। ଯାତ୍ରାର ସମ୍ଭାବନା ଏବଂ ଆର୍ଥିକ ଲାଭର ଯୋଗଅଛି।
ସିଂହ : ଚିନ୍ତାର ଭାରରେ ସ୍ଵାସ୍ଥ୍ୟକୁ ହାନି ପହଁଞ୍ଚାଇପାରେ। ବାଦ-ବିବାଦରେ କାହା ସହିତ ସଂଘର୍ଷ ହୋଇପାରେ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କୋର୍ଟ-କଚେରୀ କାର୍ଯ୍ୟରେ ସାବଧାନପୂର୍ବକ ପଦକ୍ଷେପ ଉଠାନ୍ତୁ। ପରିଜନମାନଙ୍କ ସହିତ ଖାଇବା ପିଇବାର ପ୍ରସଂଗ ହେବ। ଖର୍ଚ୍ଚ ଉପରେ ଅଂକୁଶ ରଖିବେ।
*କନ୍ୟା* : ଦିନ ଆନନ୍ଦଦାୟକ ରହିବ, ଉପହାର ଏବଂ ଲାଭରେ ଖୁସି ମିଳିବ। ଉଚ୍ଚ ପଦାଧିକାରୀ ଖୁସି ରହିବାରୁ ପ୍ରମୋଶନର ସମ୍ଭାବନା ବଢ଼ିବ। ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ। ପ୍ରାକୃତିକ ସୌଂଦର୍ଯ୍ୟ ସ୍ଥଳକୁ ପର୍ଯ୍ୟଟନ ହେବ। ବୈବାହିକ ସୁଖର ଭରପୂର ଆନନ୍ଦ ପାଇବେ।
*ତୁଳା* : ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ମାନ-ସମ୍ମାନରେ ବୃଦ୍ଧି ହେବ। ଅଫିସ୍ ଉଚ୍ଚ ପଦାଧିକାରିମାନଙ୍କ ତରଫରୁ ପ୍ରୋତ୍ସାହନ ମିଳିବାର ଉପରେ ଆପଣଙ୍କ ଆତ୍ମବିଶ୍ଵାସ ବଢ଼ିବ। ଆୟରେ ବୃଦ୍ଧି ହେବ। ଗୃହସ୍ଥଜୀବନ ଆନନ୍ଦପୂର୍ଣ୍ଣ ରହିବ।
*ବିଚ୍ଛା* : ଆଳସ୍ୟ, ଏବଂ ଚିନ୍ତାରେ କାର୍ଯ୍ୟର ଉତ୍ସାହ କମ ହେବ। ସନ୍ତାନଙ୍କୁ ନେଇକରି ଚିନ୍ତିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗଙ୍କର ନକାରାତ୍ମକ ବ୍ୟବହାର ଆପଣଙ୍କ ଭିତରେ ହତାଶା ସୃଷ୍ଟି କରିପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ବିରୋଧିମାନଙ୍କର ଶକ୍ତି ବଢ଼ିବ।
*ଧନୁ* : ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ବ୍ୟବସାୟ କିମ୍ବା ବ୍ୟାପାରରେ ଆପଣ ଉତ୍ସାହ ପୂର୍ବକ କାର୍ଯ୍ୟ କରିବେ। ପ୍ରମୋଶନର ପ୍ରସଂଙ୍ଗ ହୋଇପାରେ। ସରକାରୀ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ। ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ମାନ-ସମ୍ମାନ ବଢ଼ିବ। ଅତ୍ୟଧିକ ଖର୍ଚ୍ଚ ଉପରେ ଅଂକୁଶ ଲଗାନ୍ତୁ।
*ମକର* : କାର୍ଯ୍ୟଭାର ଏବଂ ମାନସିକ ଚିନ୍ତାରେ ଆଶ୍ୱସ୍ତି ପାଇକରି ମିତ୍ରମାନଙ୍କ, ସମ୍ବନ୍ଧିମାନଙ୍କ ସହିତ ଖୁସି ପୂର୍ବକଆଜିର ଦିନ ବ୍ୟତୀତ କରିବେ। ବିପରୀତ ଲିଂଗ ବ୍ୟକ୍ତିମାନଙ୍କ ପ୍ରତି ଆକର୍ଷଣ ଅନୁଭବ କରିବେ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତ ହେବ। ଆର୍ଥିକ ଲାଭ ଏବଂ ମାନ-ସମ୍ମାନରେ ବୃଦ୍ଧି ହେବ।
*କୁମ୍ଭ* : କାର୍ଯ୍ୟଭାର ସଫଳତା ସହିତ ଯଶ ମଧ୍ୟ ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର ରହିବ। ଚାକିରି ବ୍ୟବସାୟର ସ୍ଥଳ ଉପରେ ସହକର୍ମୀ ଗଣ ଆପଣଙ୍କୁ ସହାୟକ ହେବେ। ଘରେ ଆନନ୍ଦ ଏବଂ ଉତ୍ସାହର ବାତାବରଣ ରହିବ।
*ମୀନ* : ହୃଦୟର କୋମଲତା ପ୍ରିୟଜନମାନଙ୍କ ନିକଟକୁ ଆଣିବ। ସ୍ଵଭାବରେ ଭାବୁକତା ଏବଂ କାମୁକତାର ପ୍ରବଳତା ଅଧିକ ହୋଇପା। ସ୍ଵାସ୍ଥ୍ୟ ଦୃଷ୍ଟିରେ ମଧ୍ୟମ ଦିନ ରହିବ। ବିଦ୍ୟାର୍ଥୀ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ମାନସିକ ସଂତୁଳନ ଏବଂ ବାଣୀ ନିୟନ୍ତ୍ରଣ ରଖିବାକୁ ଆବଶ୍ୟକ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.