ରାଜ୍ୟଶିକ୍ଷା

ଯୁକ୍ତ ଦୁଇ ନାମ ଲେଖାପାଇଁ ଆଜି ଅନ୍ତିମ ତାରିଖ

ଆଓରି-ଭୁବନେଶ୍ଵର(୧୭/୦୭) : ଯୁକ୍ତ ଦୁଇ ନାମ ଲେଖାପାଇଁ ବୁଧବାର ନାମଲେଖା ପ୍ରକ୍ରିୟା ଶେଷ ହେଉଛି । ବୁଧବାର ସନ୍ଧ୍ୟାରେ ନାମ ଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ଓ ଅନ୍ୟାନ୍ୟ ତଥ୍ୟ ଇ-ସ୍ପେସ୍‌ ରେ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଛି । ବଳକା ରହିଥିବା ଆସନ ପାଇଁ ୨୦ ତାରିଖରେ ସ୍ପଷ୍ଟ ସିଲେକ୍‌ସନ ସହ ଯୋଗ୍ୟ ବିବେଚିତ ତାଲିକା ପ୍ରକାଶ ପାଇବ । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ନାମ ଲେଖା ହେବ ବୋଲି ସୂଚନା ଦିଆଯାଇଛି ।
ଜୁଲାଇ ୨୯ ତାରିଖରୁ ଯୁକ୍ତଦୁଇ ପ୍ରଥମ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କର ମହାବିଦ୍ୟାଳରେ ପାଠପଢା ଆରମ୍ଭ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button