ରାଶିଫଳ

ଆଜିର ରାଶିଫଳ

ମେଷ : ମିତ୍ରଙ୍କ ସହିତ ସମୟ କଟିବ।  କିଛି କାମରେ ଭଲ ନଜର ଆସିବ। ପାରିବାରିକ ବିବାଦରୁ ନିବୃତ୍ତ ରହନ୍ତୁ। କୌଣସି ମାମଲାରେ ନିର୍ଣ୍ଣୟ ନେବେ।

ବୃଷ: ଭାବିଥିବା ସବୁ କାମ ପୂରା କରିବେ।  ଧନଲାଭ ହୋଇପାରେ। କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ମିଳିବ। ଛାତ୍ରଙ୍କ ଲାଗି ସମୟ ବଢ଼ିଆ ରହିବ।

ମିଥୁନ: ପ୍ରଗତିରେ ଅବରୋଧ ହୋଇପାରେ।  ପରିଶ୍ରମର ସୁଫଳ ପାଇବେ। ବନ୍ଧୁଙ୍କୁ ମନର କଥା କହିବେ।  ଅଧୁରା କାମ ପୂରା ହେବ।

କର୍କଟ: ଭାବନାରେ ପରିବର୍ତ୍ତନ ଆସିବ।  ସ୍ଥଗିତ ଥିବା କାର୍ଯ୍ୟର ସମାଧାନ ହେବ। ପରିବାରରେ ଖୁସିର ମାହୋଲ ରହିବ। ପ୍ରେମରେ ସଫଳତା ମିଳିବ।

ସିଂହ: ମିତ୍ରଙ୍କ ସହଯୋଗ ମିଳିବ। ସମାଜରେ ମାନସମ୍ମାନ ପାଇବେ। ଅଫିସ୍‌ରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

କନ୍ୟା : କାରବାରୀଙ୍କ ଲାଗି ସମୟ ଭଲ। କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିବ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ତର୍କ ଶକ୍ତି କାମରେ ଆସିବ।

ତୁଳା : ଭାବିଚିନ୍ତି କାମ କରନ୍ତୁ। ଆପଣଙ୍କୁ ସବୁ କାମରେ ସହଯୋଗ ମିଳିବ। ବ୍ୟବସାୟରେ ଧନଲାଭ ହେବ। ଘରକୁ ଅତିଥି ଆସିବେ।

ବିଛା : ଉନ୍ନତି ଲାଗି ଯୋଜନା କରିବେ। କାମରେ ଲାଗି ରହିଥିବା ବାଧା ଦୂର ହେବ। ଧର୍ମ କାର୍ଯ୍ୟରେ ସହଯୋଗିତା କରିବେ। ବେପାରରେ ଉନ୍ନତି ହେବ।

ଧନୁ: ସବୁ ସମସ୍ୟାର ସମାଧାନ ହେବ। ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।  ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ।

ମକର : ଛାତ୍ରଙ୍କୁ ମିତ୍ରଙ୍କ ସହାୟତା ମିଳିବ। କୌଣସି ବଡ଼ ଦାୟିତ୍ଵ ମିଳିବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। କାମ ପ୍ରତି ସଚେତନ ରହନ୍ତୁ।

କୁମ୍ଭ : କ୍ୟାରିୟରରେ ନୂଆ ମୋଡ଼ ନେବ। କୌଣସି ନୂଆ ପରିଯୋଜନା ମିଳିପାରେ। ପରୀକ୍ଷାରେ ସଫଳତା ହାସଲ କରିବେ। ପ୍ରେମରେ ସଫଳତା ମିଳିବ।

ମୀନ : ଆର୍ଥିକ ଲାଭ ହେବ। ରାଜନୀତିରେ ସଫଳତା ମିଳିବ। ପ୍ରିୟ ବନ୍ଧୁଙ୍କଠାରୁ ଉପହାର ପାଇବେ। କୌଣସି ମହତ୍ତ୍ଵପୂର୍ଣ୍ଣ ସୂଚନା ମିଳିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button