ରାଶିଫଳ

ଆଜିର ରାଶିଫଳ

ମେଷ: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ମିତ୍ରଙ୍କ ଠାରୁ ସହଯୋଗ ମିଳିପାରେ।

ବୃଷ: ଦିନଟି ଶୁଭଙ୍କର। ବ୍ୟବସାୟରେ ପୁଞ୍ଜି ଲଗାଇଲେ ଲାଭ ମିଳିପାରେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବା ଆଶା।

ମିଥୁନ: ପୁରୁଣା ବନ୍ଧୁଙ୍କ ସହ ମିଶିବା ପାଇଁ ସୁଯୋଗ ମିଳିବ। କୌଣସି ଭଲ କାମ ମିଳିପାରେ।

କର୍କଟ: କାମ ପାଇଁ ପ୍ରଶ˚ସିତ ହେବେ। ଦୂର ଯାତ୍ରା‌। ଖୁସିରେ ଅଧିକ ଖର୍ଚ୍ଚ କରିପାରନ୍ତି।

କନ୍ୟା: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଖୁସି ଖବର ଆସିପାରେ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ।

ବିଛା: ସକାରାତ୍ମକ ଭାବନାରେ ରହନ୍ତୁ, କାମ କରିବା ସହଜ ହେବ। ବନ୍ଧୁମାନଙ୍କ ସାହାଯ୍ୟ ମିଳିବ।

ଧନୁ: ନିଜ ବୃତ୍ତିରେ ସଫଳତା ମିଳିବ ଓ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ମକର: ବ୍ୟକ୍ତିଗତ କାର୍ଯ୍ୟରେ ସମସ୍ୟା ଉପୁଜିପାରେ। ଅନ୍ୟ ସହିତ କଥା କହିବା ବେଳେ ଏବଂ ଯାତାୟାତବେଳେ ସତର୍କ ରହନ୍ତୁ।

କୁମ୍ଭ: ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ପରିବାରବର୍ଗଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି।

ମୀନ: ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟିର ଦିନଟିଏ। ରାଜନୀତିରେ ସଫଳତା ମିଳିପାରେ। ଜୀବନସାଥୀଙ୍କ ସହ ମନ ମିଶିବ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button