ରାଶିଫଳ

ଆଜିର ରାଶିଫଳ

ମେଷ: ସ୍ମରଣ ଶକ୍ତି ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ମିଳିବ। ଭଲ ଆୟ ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭ ମିଳିବ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ମହତ ହେବ।

ବୃଷ: ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଆଶ୍ବସ୍ତି ପାଇ ଚିନ୍ତା ମୁକ୍ତ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କଥାଶୈଳୀରେ ପରକୁ ଆପଣାର କରିପାରନ୍ତି।

ମିଥୁନ: ମାନସିକ ଅଶାନ୍ତି ଦୂର ହେବ। ମୂଲ୍ୟବାନ୍‌ ଦ୍ରବ୍ୟଲାଭ ହୋଇପାରେ। ସୁ-ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଦିନଟି ମଧ୍ୟମ ଧରଣର। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କର୍କଟ: ନିଜକୁ ନିଜେ ସାନ୍ତ୍ବନା ଦେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭ କାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ସିଂହ: ଆର୍ଥିକ ଅବସ୍ଥାର ଉନ୍ନତି ଘଟିବ। ହୃଦୟରେ ଭକ୍ତିଭାବ ଉଦ୍ରେକ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶୁଣିବେ।

କନ୍ୟା: ଅର୍ଥ ସଙ୍କଟ ଦେଖାଦେଇ ପାରେ। କାର୍ଯ୍ୟ ବିଳମ୍ବିତ ହେବାର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସ୍ବାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚାଳନାରେ ସତର୍କ ହେବେ।

ତୁଳା: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ସୁଖ-ସମ୍ମାନ ଲାଭ କରିବେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ସଫଳ ରୂପାୟନ କରିବାରେ ପାରଙ୍ଗମ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖାଦ୍ୟ ପାଇଁ ଆନନ୍ଦ ଉପଭୋଗ କରିବେ।

ବିଛା: ବ୍ୟବସାୟ କ୍ଷେତ୍ର ଆନନ୍ଦର ଲହଡି ସୃଷ୍ଟି ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ମିଳିପାରେ। ଶୁଭକାର୍ଯ୍ୟ ଯୋଗୁଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି।

ଧନୁ: ଧୀରେ ସୁସ୍ଥେ କାର୍ଯ୍ୟକରି ସଫଳତା ହାସଲ କରିବେ। ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଭାବବିହ୍ବଳ ହୋଇପାରନ୍ତି। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଲାଭଜନକ ହେବ।

ମକର: ବିପଦର ସମ୍ମୁଖୀନ ହୋଇପାରନ୍ତି। କଳହଠାରୁ ଦୂରେଇ ରହିବେ। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କଲ୍ୟାଣ ଚନ୍ଦ୍ର ଭୋଗ ହେଉଥିବାରୁ ସମସ୍ତ କଳ୍ମଷ ଦୂର ହୋଇପାରେ। ବାସଗୃହ ପ୍ରଦୂଷଣମୁକ୍ତ ହେବ।

କୁମ୍ଭ: ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି। ମନୋବଳ ଦୃଢ଼ ରହିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ଅନୁକୂଳ ରହିଛି। ଭଗବତ୍‌ ଚିନ୍ତକ ହେବେ। ଅଶାନ୍ତି ଦୂର ହେବ। ସରକାରୀ ଲାଭ ମିଳିବ।

ମୀନ: ଅଧିକାର ସାବ୍ୟସ୍ତ କରିବାରେ ସଫଳ ହେବେ। ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟବାନ୍‌ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସହିଷ୍ଣୁ ହୋଇପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button