March 22, 2023

ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲର ଦର କମିଲା ,

1 min read

ଆଓରି-ଭୁବନେଶ୍ଵର:(୦୬/୦୬) ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ହ୍ରାସ ପାଇଛି। ସବୁଠାରୁ କମ୍ ରହିଛି। ଆଜି ଦିଲ୍ଳୀରେ ପେଟ୍ରୋଲର ମୂଲ୍ୟରେ ୧୬ ପଇସା । ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ଦର ୭୬ଟଙ୍କା ୭୬ ପଇସା ରହିଛି। ବେଳେ ଗତକାଲି ଏହାର ଲିଟର ପିଛା ମୂଲ୍ୟ ଥିଲା ୮୬ ପଇସାକୁ ଖସିଛି। ଗତକାଲିଠାରୁ ଆଜିର ପେଟ୍ରୋଲ ଦର ୨୦ ପଇସା କମିଛି।

ଠିକ୍ ସେହିପରି ଆଜି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୭୧ ଟଙ୍କା ୦୭ ପଇସା ଓ ଚେନ୍ନାଇରେ ୭୩ ଟଙ୍କା ୩୧ ପଇସା ରହିଛି। ଠିକ୍ ସେହିପରି ଆଜି ଡିଜେଲର ଦରରେ ୩୪ ପଇସା ହ୍ରାସ ଘଟିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ୪ ତାରିଖରେ ପେଟ୍ରୋଲର ମୂଲ୍ୟ ସର୍ବାଧିକ ୮୪ ଟଙ୍କା ଦିଲ୍ଲୀରେ ହୋଇଥିବାର ନଜର ରହିଥିଲା ।
ତେବେ ଆଗାମୀ ଦିନ ମାନଙ୍କରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.