ରାଜନୀତିରାଜ୍ୟ

ବିଜେଡି ଏବଂ ମହିଳା କମିଶନ ପଦରୁ ଇସ୍ତଫା ଦେଲେ ତିଳୋତ୍ତମା ନାୟକ

ଆଓରି-ଭୁବନେଶ୍ଵର(୦୭/୦୩) : ବିଜେଡିରୁ ଇସ୍ତଫା ଦେଲେ ତିଳୋତ୍ତମା । ସେହିପରି ମହିଳା କମିଶନ ସଦସ୍ୟ ପଦରୁ ମଧ୍ୟ ତିଲୋତ୍ତମା ନାଏକ ଇସ୍ତଫା ଦେଇଛନ୍ତି । ଅଭିଯୋଗ ଜଣାଇବାକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦେଖାନଦେବାରୁ ଇସ୍ତଫା ଦେଇଛନ୍ତି ବୋଲି ପ୍ରତିକ୍ରିୟାରେ ତିଳୋତ୍ତମା କହିଛନ୍ତି । ବିଜେଡି ପ୍ରାଥମିକ ସଭ୍ୟ ପଦ ତଥା ସମସ୍ତ ପଦବୀରୁ ଏବଂ ମହିଳା କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଇ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତିଲୋତ୍ତମା ପଠାଇଛନ୍ତି ।  ଗତ ଫେବୃଆରୀ ୨୫ରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ତିଲୋତ୍ତମା ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button