ରାଜନୀତିରାଜ୍ୟ

୩ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ଆଜିର ଓଡିଶା (ତା୪|୪)–   ଓଡ଼ିଶାର ୩ ନବ ନିର୍ବାଚିତ ଏମ୍‌ପି ବୁଧବାର ଶପଥ ଗ୍ରହଣ କରିଛନ୍ତି ରାଜ୍ୟ ସଭାରେ  ।ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି  ଏମ୍‌ପି ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ । ଏମ୍‌ପିମାନେ ଓଡ଼ିଆରେ ଶପଥ ଗ୍ରହଣ କରୁଥିବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ କହିଥିଲେ ଓଡ଼ିଆ ଭାରି ବଢ଼ିଆ।

Related Articles

Leave a Reply

Your email address will not be published. Required fields are marked *

Back to top button