ରାଜନୀତି

ଏକାଠି ହେଲେ ବିଜେପି ବିରୋଧୀ !

ନୂଆଦିଲ୍ଲୀ (ଆଓରି)୨୦-୦୩- ତୃତୀୟ ସାମ୍ମୁଖ୍ୟ ନେଇ ସଂକେତ ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । କୋଲକାତାରେ ଉଭୟ ନେତାଙ୍କ ସାକ୍ଷାତ ପରେ ଅଣ ବିଜେପି ତଥା ଅଣ କଂଗ୍ରେସ ସାମ୍ମୁଖ୍ୟ ଗଠନ ନେଇ ସୂଚନା ଦେଇଛନ୍ତି ଦୁଇ ନେତା ।

ଦେଶକୁ ଏବେ ତୃତୀୟ ସାମ୍ମୁଖ୍ୟର ଆବଶ୍ୟକତା ରହିଛି ଏବଂ ଏହାର ଆରମ୍ଭ ହୋଇଯାଇଛି, ଏବଂ ଖୁବ୍ ଶୀଘ୍ର ଅନ୍ୟ ଦଳଗୁଡିକୁ ଏଥିରେ ସାମିଲ ହେବା ନେଇ ଆଲୋଚନା କରାଯିବ ବୋଲି ଉଭୟ ସୂଚନା ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button