March 25, 2023

ଜମ୍ମୁକାଶ୍ମୀରରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ

1 min read
Encounter-in-Kashmir-Aajira-Odisha

ଆଓରି-ନୂଆଦିଲ୍ଲୀ(୦୧/୧୦) : ଜମ୍ମୁକାଶ୍ମୀରରେ ଗାନ୍ଦେରବଲ ଅଞ୍ଚଳରେ ଆଜି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋଟକ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

କିଛି ଦିନ ହେବ ଜମ୍ମୁକାଶ୍ମୀର ଗାନ୍ଦେରବଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଯବାନଙ୍କୁ ଖବର ମିଳିଥିଲା । ତେବେ ସେପ୍ଟେମ୍ବର ୨୮ରେ ଯବାନମାନେ କମ୍ବିଂ ଅପେରେସନ କରୁଥିବାବେଳେ ଜଣେ ଆତଙ୍କବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସେଠାରେ କମ୍ବିଂ ଅପେରେସନକୁ ଜୋରଦାର କରିବା ସହ ଗୁଳି ବିନିମୟ ଜାରି ରହିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.