ରାଜ୍ୟ

ଅନୁଗୁଳ ଜିଲ୍ଲାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଓରି-ଭୁବନେଶ୍ଵର(୧୪/୦୨) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗାଁରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ  ସେହି ଗାଁର ମା ’ ମାଉଷୀ, ଯୁବକ ସଂଘ ଆୟୋଜନ କରିଥିଲେ। ଗାଁର ଛକ, ନଳକୂପ, ସ୍କୁଲ ପରିସର ସଫା କରିଥିଲେ । ଫଳରେ ଗାଁ ପରିବେଶର ସ୍ୱଚ୍ଛ ହୋଲି ଗାଁର ସୌନ୍ଦର୍ଯ୍ୟ ସହ ଉତ୍ତମ ସ୍ୱାସ୍ଥ୍ୟ ରହିବାର ଲୋକମାନଙ୍କ ସଚେତନତା କରାଯାଇଥିଲା । ପ୍ରଥମେ ନିଜ ପରିବାର ତାପରେ ନିଜ ଗାଁ, ଏହାପରେ ସାରା ଭାରତ ବର୍ଷରେ ଏହି ସ୍ୱଚ୍ଛ ଭାରତ ଅଭିଯାନ ଜାରି ରହିବା ଦରକାର ।

Related Articles

Leave a Reply

Your email address will not be published. Required fields are marked *

Back to top button