ରାଜ୍ୟ
ସାରଥିଙ୍କ ଜାମିନ ଆବେଦନ ଖାରଜ
ଆ.ଓ.ରି(ତା୧୬|୫)-ପୁଣି ଥରେ ସାରଥି ନିରାଶ। ବାରିମୂଳ ଆଶ୍ରମରେ ମାଆ ଝିଅଙ୍କୁ ନିର୍ଯାତନା ମାମଲାରେ ସାରଥିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆଉ ଥରେ ମଧ୍ୟ ଏହି ମାମଲାରେ ଆବେଦନ ଖାରଜ ହୋଇଥିଲା।
ତେବେ ମାମଲାରେ ସାରଥିଙ୍କ ପକ୍ଷରୁ ଆଉ ଥରେ ଜାମିନ ଆବେଦନ କାରଯାଇଥିଲା, ହେଲେ ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।