March 3, 2024

କଂଗ୍ରେସ ସହ ମେଣ୍ଟ ଭିତ୍ତିହୀନ: ମୁଖ୍ୟମନ୍ତ୍ରୀ

1 min read

ଆ.ଓ.ରି(ତା୨୫|୫)-୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କିମ୍ବା ବିଜେପି ସହ ମେଣ୍ଟ ହେବ ନାହିଁ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉଭୟ ଦଳଠାରୁ ବିଜେଡି ସମଦୂରତ୍ୱ ରଖିବ ଓ କଂଗ୍ରେସ ସହ ମେଣ୍ଟକୁ ନେଇ ହେଉଥିବା ସବୁ ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏଥିସହିତ ଆସନ୍ତାକାଲି ମୋଦିଙ୍କ ଗସ୍ତ ଦ୍ୱାରା ଓଡ଼ିଶାରେ ବିଜେପି ଅଧିକ ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଭାବୁ ନାହାନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.