ନାବାଳିକାଙ୍କ ଉପରେ ଘଟୁଥିବା ଅତ୍ୟାଚାର ରୋକିବା ଲାଗି ବାଲୁକା କଳା ମାଧ୍ୟମରେ ସଚେତନ କରିବାକୁ ସୁଦର୍ଶନଙ୍କ ପ୍ରୟାସ
1 min read
ଆଓରି(ତା୪|୫)-ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି।