ବାଣିଜ୍ୟ

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ନୂଆ ଷ୍ଟୋର “ଶ୍ରୀ ଶ୍ରୀ ତତ୍ତ୍ୱ”ର ଶୁଭାରମ୍ଭ

ମୁମ୍ବାଇ : ବାବା ରାମଦେବ ପତଞ୍ଜଳି ଆୟୁର୍ବେଦ ଜରିଆରେ ବଡ଼ ଧରଣର ବ୍ୟାବସାୟିକ ସଫଳତା ହାସଲ କରିବା ପରେ ଶ୍ରୀ ଶ୍ରୀ ରବିଶଙ୍କର ମଧ୍ୟ ଆୟୁର୍ବେଦିକ ଉତ୍ପାଦ ବିକ୍ରି କରିବା ପାଇଁ ଆରମ୍ଭ କରିବେ । ତାଙ୍କ କଂପାନି ନାମ ହେଉଛି ‘ଶ୍ରୀ ଶ୍ରୀ ଆୟୁର୍ବେଦ ଟ୍ରଷ୍ଟ’ ଓ ତାଙ୍କର ଷ୍ଟୋରର ନାମ ରହିବ ‘ଶ୍ରୀ ଶ୍ରୀ ତତ୍ତ୍ୱ’।  

ଶ୍ରୀ ଶ୍ରୀ ରବିଶଙ୍କର ଆଗାମୀ ୧ ବର୍ଷ  ମଧ୍ୟରେ୧୦୦୦ ଷ୍ଟୋର୍‌ ଜରିଆରେ ନିଜ କାରବାରକୁ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି। ସେ ଆୟୁର୍ବେଦିକ ଟୁଥ୍‌ପେଷ୍ଟ, ସାବୁନ୍‌, ସୁଗନ୍ଧ ଏବଂ ମସଲା ଆଦି ସାମଗ୍ରୀ ୨୦୦୩ ପରଠାରୁ ବିକ୍ରି କରୁଛି। ଆଗାମୀ ଦିନରେ କଂପାନି ଏହାର ଉତ୍ପାଦ ସଂଖ୍ୟା ୩୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି।  ଆସନ୍ତା ମାସରେ କଂପାନି ଏହାର ପ୍ରଥମ ଷ୍ଟୋର ଖୋଲାଯିବ

Related Articles

Leave a Reply

Your email address will not be published. Required fields are marked *

Back to top button