ଜାତୀୟ

ବ୍ରିଟେନ୍‌ରେ ସୋନୁ ନିଗମଙ୍କୁ ଆଇକନ୍‌ ଆଓ୍ବାର୍ଡ ପ୍ରଦାନ

ଆଓରି-ନୂଆଦିଲ୍ଲୀ(୨୧/୦୯) : ବଲିଉଡ୍‌ ଗାୟକ ସୋନୁ ନିଗମ୍‌ଙ୍କୁ ବ୍ରିଟେନରେ ଏକବିଂଶ ଶତାଦ୍ଦୀର ଆଇକନ୍‌ ଆଓ୍ବାର୍ଡ ମିଳିଛି। ପ୍ରବାସୀ ଭାରତୀୟ ତରୁନ୍‌ ଗୁଲାଟି ଓ ପ୍ରୀତି ରାଣାଙ୍କ ଦ୍ୱାରା ଗତ ସପ୍ତାହରେ ଆୟୋଜିତ ଗାଲା ଆଓ୍ବାର୍ଡ ସେରିମନିରେ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସେଥିରେ ସୋନୁଙ୍କୁ ୨୨ ଦେଶର ସମର୍ଥନ ମିଳିଥିଲା । ୭୦୦ ନାମାଙ୍କନ ମଧ୍ୟରୁ ଚୂଡାନ୍ତ ତାଲିକାରେ ୪୪ ଜଣଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଇଣ୍ଡିଆ ଟୁଡେ ଗ୍ରୁପର ଉପାଧ୍ୟକ୍ଷ କାଲି ପୁରୀଙ୍କୁ ମିଡିଆ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ ଆଓ୍ବାର୍ଡ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button