କଂଗ୍ରେସରେ ଭରି ରହିଛନ୍ତି ଭ୍ରଷ୍ଟାଚାରି ନେତା
1 min read
ଆଓରି-ନୂଆଦିଲ୍ଲୀ(୨୨/୦୮) : ମନମୋହନ ସରକାରରେ ଗୃହ ମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀ ରହିସାରିଥିବା ପି.ଚିଦାମ୍ବରମ୍ଙ୍କ ଆରେଷ୍ଟ ପରେ ଏବେ କଗ୍ରେଂସର ଅନ୍ୟ ନେତାଙ୍କ ବିରୋଧରେ ମାମଲା ରୁଜୁ ହେବା ନେଇ ଚର୍ଚ୍ଚା ଚାଲିଛି । ତେବେ କଂଗ୍ରେସ୍ ଦଳରେ ଯେତିକି ନେତା ଅଛନ୍ତି ସମସ୍ତେ ଭ୍ରଷ୍ଟାଚାରରେ ଫସିଛନ୍ତି । କେବଳ ଚିଦାମ୍ବରମ୍ ନୁହଁନ୍ତି ଭ୍ରଷ୍ଟାଚାରରେ ଲିପକ୍ତ ଅଛନ୍ତି କେଗ୍ରଂସର ବହୁ ନେତା । ଦଳର ଟପ୍ ଟୁ ବଟମ୍ ନେତାମାନଙ୍କ ବିରୋଧରେ ମାମଲା ଚାଲିଛି । ଦଳ ଚଲାଉଥିବା କାର୍ଯ୍ୟକାରୀ ଅଧକ୍ଷ ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ୍ ଗାନ୍ଦୀଙ୍କ ନା ରେ ବି ମାମଲା ରୁଜୁ ହୋଇଛି । ଯଦି ଏମାନଙ୍କ ବିରୋଧରେ ଆକ୍ସନ ନିଆଯାଏ ତାହାହେଲେ ଦଳର ବଡ ନେତାମାନେ ଦଳରୁ ଖାଲି ହୋଇଯିବେ ।
ଦଳର ଟପ୍ ଟୁ ବଟମ୍ ନେତାମାନଙ୍କ ବିରୋଧରେ ମାମଲା ଚାଲିଛି । ଦଳ ଚଲାଉଥିବା କାର୍ଯ୍ୟକାରୀ ଅଧକ୍ଷ ସୋନିଆ ଗାନ୍ଧୀ ଓ ତାଙ୍କ ପୁଅ ରାହୁଲ୍ ଗାନ୍ଦୀଙ୍କ ନା ରେ ବି ମାମଲା ରୁଜୁ ହୋଇଛି । ତେବେ ଅଭିଯୋଗ ଅଛି ଯେ, ୧୯୩୮ ମସିହାରେ ଏସୋସିଏଟେଡ୍ ଜର୍ନାଲ ଲିମିଟେଡ୍ ନାମରେ କମ୍ପାନୀ ଗଢା ହୋଇଥିଲା । ଆଉ ଏହି କମ୍ପାନୀ କଗ୍ରେଂସର ଅର୍ଥରେ ଠିଆ ହୋଇଛି । ଏହି କମ୍ପାନୀ କଛି ଖବରକାଗଜ ସଞ୍ଚାଳନ କରୁଥିଲା । ତେବେ ୨୦୦୮ରେ ଏ ସବୁ ଖବରକାଗଜ ବନ୍ଦ୍ ହୋଇଯାଇଥିଲା । ଏହାପରେ ଉକ୍ତ କମ୍ପାନୀକୁ କଗ୍ରେଂସ ୯୦କୋଟିର ଲୋନ୍ ଦେଇଥିଲା । ଏହାପରେ ୟଙ୍ଗ୍ ଇଣ୍ଡିଆ କମ୍ପାନୀ ବନାଯାଇଥିଲା । ଯାହାର ସୋନିଆ ଓ ରାହୁଲ୍ ୩୦-୩୮ ଭାଗର ଅଶୀଂଦାର ଅଛନ୍ତି । ତେବେ ଏନେଇ ଏବେ ଖୋଳତାଡ୍ ଆରମ୍ଭ କରିଛି ସିବିଆଇ।