ସ୍ୱାସ୍ଥ୍ୟ

ଅଧିକ ଶୋଇଲେ ହୋଇପାରେ ହୃଦରୋଗ

ଆପଣମାନେ ଜାଣିଛନ୍ତିିି ଆବଶ୍ୟକଠାରୁ କମ ଶୋଇବା ସ୍ୱାସ୍ଥ୍ୟାପକ୍ଷେ କ୍ଷତିକାରକ କିନ୍ତୁ ଏହା ବି ଜାଣିରଖନ୍ତୁୂ ଆବଶ୍ୟକ ଠାରୁ ଅଧିକ ଶୋଇବା ମଧ୍ୟ ସ୍ୱାସ୍ଥ୍ୟାପାଇଁ ଖରାପ। ଏହାର ପ୍ରଭାବ ସିଧାସଳଖ ହୃଦୟ ଉପରେ ପଡିଥାଏ। ୧୦ଘଣ୍ଟାରୁ ଅଧିକ ଶୋଇବା ଆପଣଙ୍କର ମେଟାବୋଲିକ ସିଣ୍ଡ୍ରୋମ ସହିତ ଜଡିତ ଏହା ଦ୍ୱାରା ହୃଦ ରୋଗ ହେବାର ସମସ୍ୟା ଦେଖାଦେଇଥାଏ। ପ୍ରତିଦିନ ୧୦ଘଣ୍ଟାରୁ ଅଧିକ ଶୋଉଥିବା ଲୋକଙ୍କର ଅଣ୍ଟାର ଚର୍ବି ବଢିଯାଏ ଉଚ୍ଚ ଟାଇଗ୍ଲିସାଇଡ ର ସ୍ତରକୁ ମେଟାବୋଲିମ ସିଣ୍ଡ୍ରୋମ ରୂପରେ ଜଣାଯାଏ ଏବଂ ଏହା ହୃଦୟ ଜନିତ ରୋଗସହ ଅଙ୍ଗାଙ୍ଗୀଭାବେ ଜଡିତ। ଏଥିଯୋଗୁଁ ଠିକ୍‍ ଭାବରେ ରକ୍ତ ସଞ୍ଚାଳନ ହୁଏ ନାହଁ। ହୃଦୟ ଉପରେ ଏହାର ପ୍ରଭାବ ପଡିଥାଏ। ଏଥିଯୋଗୁ ହୃଦରୋଗ ବା ହାର୍ଟ ଆଟାକ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button