ରାଜନୀତି

ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ହେଲେ ପନ୍ନିର୍‌ସେଲ୍‌ଭମ୍‌

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅଚାନକ ମୃତ୍ୟୁ ପରେ ସ୍ୱଳ୍ପ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓ.ପନ୍ନିର୍‌ସେଲ୍‌ଭମ୍‌ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସି. ବିଦ୍ୟାସାଗର ରାଓ ପନିର୍‌ସେଲ୍‌ଭମ୍‌ଙ୍କ ଶପଥପାଠ କରାଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପନ୍ନିର୍‌ସେଲଭମ୍‌ଙ୍କୁ ଅଭିନନ୍ଦନ ଜଣାଇବା ସହ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସବୁ ପ୍ରକାର ସମର୍ଥନ ରହିବ ବୋଲି ଟୁଇଟ୍‌ ଜରିଆରେ କହିଛନ୍ତି। ଦୀର୍ଘ ୬ ମାସ ପରେ ଏଆଇଏଡିଏମ୍‌କେର ୨ ଗୋଷ୍ଠୀ ମିଶ୍ରଣ ନେଇ ଦଳୀୟ ସଦସ୍ୟମାନେ ବେଶ୍‌ ଖୁସି ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button