March 25, 2023

ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା

1 min read
Sanjay Behera elected OCA Secretary

ଆଓରି-ଭୁବନେଶ୍ଵର(୨୭/୦୯) : ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ର ସଂପାଦକ ଭାବେ ସଞ୍ଜୟ ବେହେରା ଶୁକ୍ରବାର ନିର୍ବାଚିତ ହୋଇଛନ୍ତି। ମୋଟ ୭୩ଟି ଭୋଟରୁ ସଞ୍ଜୟଙ୍କୁ ୪୫ଟି ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ନବ ପଟ୍ଟନାୟକଙ୍କୁ ୨୫ଟି ଭୋଟ ମିଳିଥିବା ସୂଚନା ମିଳିଛି। ସେହିପରି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ର ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ଅକ୍ଷୟ ସାମନ୍ତ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ନିର୍ବାଚିତ ହୋଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.