ଜାତୀୟ

ସମ୍ବଲପୁର : ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କୁ ୨ଲକ୍ଷ ସହାୟତା

ମ୍ବଲପୁର: ଆଜି ଅପରାହ୍ଣ ୨ଟା ବେଳେ ସମ୍ବଲପୁର-କଟକ ଜାତୀୟ ରାଜପଥର ଜୁଜୁମୁରା ଥାନା ଅନ୍ତର୍ଗତ ଭବାନୀପାଲି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଓ ଗୁରୁତର ଆହତ ଥିବା ଯାତ୍ରୀଙ୍କୁ ମାଗଣାରେ ଡାକ୍ତରୀ ଚିକିତ୍ସା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। 

Related Articles

Leave a Reply

Your email address will not be published. Required fields are marked *

Back to top button