ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ଜମୁଛି ବେପାର
1 min read
ଆ.ଓ.ରି(ତା୧୪|୫)-
ଆସନ୍ତାକାଲି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପତ୍ନୀ ଉପବାସ ରଖି ଏହି ବ୍ରତ ପାଳନ କରନ୍ତି। ସାରା ଦିନ ଉପବାସ ରହି ପତ୍ନୀମାନେ କେବଳ ଫଳମୂଳ ଖାଇ ପୂଜା ଆରାଧନା କରନ୍ତି।
ତେବେ ସାବିତ୍ରୀ ବ୍ରତ ପାଳନ ବେଳେ ଫଳର ଗୁରୁତ୍ୱ ଥିବାରୁ ଭଲ ଜମିଥାଏ ଫଳ ବଜାରରେ ବେପାର।