ମନୋରଞ୍ଜନ

ପୁଣି ବିବାହ କରିବେ ଇଶା ଦେଓଲ୍‌ !

ମୁମ୍ବାଇ: ହେମା ମାଲିନୀଙ୍କ ତନୟା ତଥା ଅଭିନେତ୍ରୀ ଇଶା ଦେଓଲ୍‌ ବିବାହର ୫ ବର୍ଷ ମଧ୍ୟରେ ପୁଣି ଥରେ ବିବାହ କରିବେ! ଉଲ୍ଲେଖଯୋଗ୍ୟ, ସିନ୍ଧୀ ପରିବାରର ପରମ୍ପରା ଅନୁସାରେ ଯେ ପ୍ରଥମ ପିଲାକୁ ପତ୍ନୀ ଗର୍ଭରେ ଧାରଣ କଲେ ପତି-ପତ୍ନୀ ଆଉ ଥରେ ବିବାହ କରି ସଂପର୍କକୁ ମଜ୍‌ବୁତ୍‌ କରାଇଥାନ୍ତି। ସେହି ପରମ୍ପରାକୁ ସମ୍ମାନ ଦେଇ ଆଉ ଥରେ ବିବାହ କରିବେ ଅଭିନେତ୍ରୀ ଇଶା।

Related Articles

Leave a Reply

Your email address will not be published. Required fields are marked *

Back to top button