ପୁଣି ବିବାହ କରିବେ ଇଶା ଦେଓଲ୍‌ !


ମୁମ୍ବାଇ: ହେମା ମାଲିନୀଙ୍କ ତନୟା ତଥା ଅଭିନେତ୍ରୀ ଇଶା ଦେଓଲ୍‌ ବିବାହର ୫ ବର୍ଷ ମଧ୍ୟରେ ପୁଣି ଥରେ ବିବାହ କରିବେ! ଉଲ୍ଲେଖଯୋଗ୍ୟ, ସିନ୍ଧୀ ପରିବାରର ପରମ୍ପରା ଅନୁସାରେ ଯେ ପ୍ରଥମ ପିଲାକୁ ପତ୍ନୀ ଗର୍ଭରେ ଧାରଣ କଲେ ପତି-ପତ୍ନୀ ଆଉ ଥରେ ବିବାହ କରି ସଂପର୍କକୁ ମଜ୍‌ବୁତ୍‌ କରାଇଥାନ୍ତି। ସେହି ପରମ୍ପରାକୁ ସମ୍ମାନ ଦେଇ ଆଉ ଥରେ ବିବାହ କରିବେ ଅଭିନେତ୍ରୀ ଇଶା।