ଜିଲ୍ଲା

ସତ ଆସିଲା ପଦାକୁ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିଛି

ଆ.ଓ.ରି(ତା୧|୬)-

ହଜି ଯାଇଛି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବିକାଠି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀରୁ ଏହା ସ୍ପଷ୍ଚ ହୋଇଛି। ଏପ୍ରିଲ ୪ ତାରିଖରରେ ବସିଥିବା ପରିଚାଳନା କମିଟି ବୈଠକ ବିବରଣୀର ନକଲରେ ପରିଚାଳନା କମିଟି ସଦସ୍ୟ, ଏପରିକି ନିଜେ ଗଜପତି ମହାରାଜ ମଧ୍ୟ ଚାବି ହଜିବା ବିଷୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିବା ଉଲ୍ଲେଖ ରହିଛି। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚବେଳେ ମନ୍ଦିର ପ୍ରଶାସନ ଦେଇଥିବା ଚାବି ଭୁଲ୍ ବୋଲି ଯାଞ୍ଚ ଟିମ୍ ସଦସ୍ୟ କହିବା ପରେ କଥା ପଦାକୁ ଆସିଥିଲା। ଏହାପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। 

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚବେଳେ କାହିଁକି ଭିତର ଭଣ୍ଡାରକୁ ପଶି ପାରି ନ ଥିଲେ ଯାଞ୍ଚ ଟିମ୍ ?

କେଉଁ ପରିସ୍ଥିତିରେ ଭିତର ଭଣ୍ଡାର ଚାବି ନ ଖୋଲି ଲୁହା ଜାଲି ବାଟେ ସର୍ଚ୍ଚ ଲାଇଟ୍‌ରେ ହୋଇଥିଲା ସ୍ଥିତି ଅନୁଧ୍ୟାନ ?

Related Articles

Leave a Reply

Your email address will not be published. Required fields are marked *

Back to top button